BJD organisational secretary Bobby Das describes VK Pandian as the 'disciple' of CM Naveen Patnaik

BJD organisational secretary Bobby Das describes VK Pandian as the 'disciple' of CM Naveen Patnaik

Kalinga TV

11 месяцев назад

13,546 Просмотров

Ссылки и html тэги не поддерживаются


Комментарии:

@Odia_Toka_Om
@Odia_Toka_Om - 11.11.2023 21:22

ବିରୋଧୀ ଵାଲା ଯେତେ ବିରୋଧ କରିବା ସ୍ୱତେ ମଧ୍ୟ ଆମ ଓଡିଶା ର ବିକାଶ ଦିନକୁ ଦିନ ଆଗେଇ ଚାଲିଛି ଏବଂ ଆଗକୁ ଚାଲୁଥିବ ମଧ୍ୟ ଆଉ ଏହା ସମ୍ଭବ ହୋଇ ପାରିଛି କେବଳ ନବୀନ ପଟ୍ଟନାୟକ ଙ୍କ ପାଇଁ

Ответить
@Odia_Toka_Om
@Odia_Toka_Om - 11.11.2023 21:23

ଦେଢ଼ ବର୍ଷ ଯାଇ ପୁରୀ ପରୀକର୍ମା ପ୍ରକଳ୍ପ ବୁଝିଛନ୍ତି ଭିକେ ପାଣ୍ଡିଆନ ସାର

Ответить
@Odia_Toka_Om
@Odia_Toka_Om - 11.11.2023 21:26

ଆମ ଓଡ଼ିଶା ନବୀନ ଓଡ଼ିଶାରେ ପରିଣତ କରିବାପାଇଁ ପାଣ୍ଡିଆନ ସାର ଙ୍କ ବହୁତ ଭୂମିକା ରହିଛି

Ответить
@sujitsahoo1226
@sujitsahoo1226 - 11.11.2023 21:27

ନବିନ ଓଡ଼ିଶା ଯୋଜନାରେ ଓଡ଼ିଶାର କଳା ଓ ସଂସ୍କୃତିର ବିକାସ ପାଇଁ ମଧ୍ୟ ଓଡ଼ିଶା ସରକାର ପ୍ରାୟାସ କରି ଆସୁଛନ୍ତି ।

Ответить
@sumansahoo5437
@sumansahoo5437 - 11.11.2023 21:31

Jajpur MLA Pranab Prakash Das said dear Chief Minister Naveen Patnaik's disciple vk padiyan

Ответить
@sumansahoo5437
@sumansahoo5437 - 11.11.2023 21:31

The people are very happy to see the progressive work in the village and immediately express their gratitude to the government.

Ответить
@sumansahoo5437
@sumansahoo5437 - 11.11.2023 21:31

Pandian Sir has played the main role in the transformation of Odisha. His contribution must be remembered forever by the people of Odisha.

Ответить
@sumansahoo5437
@sumansahoo5437 - 11.11.2023 21:32

Naveen Babu's vision of Odisha is being realized by VK Pandian Saheb.

Ответить
@laxmipriyasahoo9743
@laxmipriyasahoo9743 - 11.11.2023 21:33

Due to Pandian Saheb's efforts, the development in the village is progressing rapidly.

Ответить
@laxmipriyasahoo9743
@laxmipriyasahoo9743 - 11.11.2023 21:33

5 Chairman VK Pandian is leading the development of Naveen's dream

Ответить
@laxmipriyasahoo9743
@laxmipriyasahoo9743 - 11.11.2023 21:34

Now VK Pandian Saheb Devdut has become popular with the people of Odisha.

Ответить
@laxmipriyasahoo9743
@laxmipriyasahoo9743 - 11.11.2023 21:34

Dear Chief Minister Naveen Patnaik's disciple vk padiyan. which a son cannot do. That can disciple.

Ответить
@Odia_Toka_Om
@Odia_Toka_Om - 11.11.2023 21:34

ପାଣ୍ଡିଆନ ସାର ଓଡିଶା ର ସମସ୍ତ ଜିଲ୍ଲା କୁ ଯାଇକରି ନବୀନ ପଟ୍ଟନାୟକ ଙ୍କ ଯେଉଁ ସବୁ ଜନହିତ କାରୀ ଯୋଜନା ବାହାର କରିଛନ୍ତି ତାକୁ ଜନତାଙ୍କ ପାଖରେ ପହଞ୍ଛାଇ ଛନ୍ତି

Ответить
@sujitsahoo1226
@sujitsahoo1226 - 11.11.2023 21:50

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5t ସଚିବଂକ ଯୋଡ଼ି ଓଡିଶା ବିକସକୁ ଆଗେଇ ନେଉଛନ୍ତି ।

Ответить
@suryakantapradhan8460
@suryakantapradhan8460 - 12.11.2023 00:44

ନବୀନ, ପାଣ୍ଡିଆନଙ୍କ ଯୋଡ଼ି ହେଉଛି ମଣି କାଞ୍ଚନର ସଂଯୋଗ ସଦୃଶ। ଏକ ବିକଶିତ,ସଶକ୍ତ, ସୁଦୃଢ଼ ଓଡ଼ିଶା ଗଠନରେ ପ୍ରଚ୍ଛଦପଟର ନାୟକ, ଯଥାର୍ଥ ରୂପକାର ହେଉଛନ୍ତି ଶ୍ରୀ ଭି କାର୍ତ୍ତିକେୟନ ପାଣ୍ଡିଆନ।

Ответить
@suryakantapradhan8460
@suryakantapradhan8460 - 12.11.2023 00:46

ରୂପାନ୍ତରିତ ଓଡ଼ିଶା, ବିକଶିତ ଓଡ଼ିଶାର ସ୍ଵପ୍ନ ଆଜି ସାର୍ଥକ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵପ୍ନ ଏବଂ ଶ୍ରୀ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିରନ୍ତର ଶ୍ରମ ଓଡ଼ିଶାକୁ ଦେଇଛି ନୂଆ ପରିଚୟ।

Ответить
@suryakantapradhan8460
@suryakantapradhan8460 - 12.11.2023 01:10

ତାମିଲନାଡ଼ୁ ଜନ୍ମିତ ଶ୍ରୀ ଭି କେ ପାଣ୍ଡିଆନ ପଞ୍ଜାବ କ୍ୟାଡରର ଆଇ ଏ ଏସ ହୁଅନ୍ତି କିନ୍ତୁ ଘଟଣାକ୍ରମରେ ଏବଂ ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶା କ୍ୟାଡରର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ ହୁଅନ୍ତି ସେବେଠୁ କାୟ ମନ ବାକ୍ୟରେ ଓଡ଼ିଶାକୁ ନିଜର କର୍ମଭୂମି ଭାବରେ ଗ୍ରହଣ କରି ନେଇଛନ୍ତି।

Ответить
@suryakantapradhan8460
@suryakantapradhan8460 - 12.11.2023 01:37

କର୍ତ୍ତବ୍ୟ ପରାୟଣତା ଓ ପ୍ରତିବଦ୍ଧତାର ଅନ୍ୟନାମ ଭି କାର୍ତ୍ତିକେୟନ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ commitment ତାକୁ implement କରିବାର ଦାୟିତ୍ବ ତୁଲାଇବାରେ ନଥାଏ ପଛଘୁଞ୍ଚା, ନଥାଏ ଥକାପଣ। ନୂଆ ଓଡ଼ିଶା ନବୀନ ଓଡ଼ିଶା ହେଉଛି ତାର ନିଦର୍ଶନ।

Ответить
@asishKumar001
@asishKumar001 - 12.11.2023 02:23

Nabi odisja ra prakalpa re aji odaha ra adha jilaa bikash ra patah re sarathi hei sarilani .

Ответить
@asishKumar001
@asishKumar001 - 12.11.2023 02:23

Jeuthi bi unati ra karjya re kichi asubidha ase sethaku nije gasata Kari sethara sruti ku sudharanti sachiba.

Ответить
@asishKumar001
@asishKumar001 - 12.11.2023 02:24

Jou karjya sarkar nka dwara sopa jauchi taku bahutana dhyana dei samparna Kari rajay basi nka muhare hasa phutae hanti sachiba.

Ответить
@asishKumar001
@asishKumar001 - 12.11.2023 02:24

Karjya dakhyta ra untama prayoga Kari rajay re prakalpa karjya ku agakunjeuchanti sachiba.

Ответить
@asishKumar001
@asishKumar001 - 12.11.2023 02:24

Birodhi manakara bahut nirjatana ku khatir na Kari emiti agaku badhi chali birodhi muha ku eka sakta prahara deichanti sachiba.

Ответить
@asishKumar001
@asishKumar001 - 12.11.2023 02:24

Kahibaku gale sabu diga re odisha ku nijara swartya re samil Kari bas odha pai sabu parisrama karichalichanti sachiba.

Ответить
@asishKumar001
@asishKumar001 - 12.11.2023 02:24

Grama re loka mana nka saha alochana Kari grama ra unati karanti sachiba ba.

Ответить
@asishKumar001
@asishKumar001 - 12.11.2023 02:24

O be hele kou karjya re bilamba na Kari rajay sarkar nkara tharu nispati nei karjya agaku badhi chalanti sachiba.

Ответить
@asishKumar001
@asishKumar001 - 12.11.2023 02:25

Vk pandian sir mula ru hi rakahay ra karjya bhara bahut bhala bhabre na vei asuchanti .

Ответить
@asishKumar001
@asishKumar001 - 12.11.2023 02:25

Loka manakara sabu subidha asubidha re chida hei semanaku sat sahas deichanti sachiba.

Ответить
@asishKumar001
@asishKumar001 - 12.11.2023 02:25

Sachiba eka pua bhali sarkar nkara sabu karjya ku Tara nirdhista satam re paahnchaechanti

Ответить
@asishKumar001
@asishKumar001 - 12.11.2023 02:26

Odia aku gadhi tolibara swopna ku sata karibare sachiba eka pramukhya udaharana palitichanti

Ответить
@asishKumar001
@asishKumar001 - 12.11.2023 02:26

Rajya o rajay basi ubhaya nkara jatna nebare kebe hele kharacha karinahanti sarkar .

Ответить
@asishKumar001
@asishKumar001 - 12.11.2023 02:27

Rajay basi nka saha milimisi rajay ku agaku badheibara sopna sakara heuchi .

Ответить
@asishKumar001
@asishKumar001 - 12.11.2023 02:27

Sarakari sahajoga re aji loka mane bahut agaku badhi paruchanti jaha odisha jalanta udaharana deuchi .

Ответить
@asishKumar001
@asishKumar001 - 12.11.2023 02:27

Jatha sighra odisha ra adha adhura karjya ku madhya sampurna Kari Tara nirantara karebe sarkar .

Ответить
@asishKumar001
@asishKumar001 - 12.11.2023 02:27

Odisha ku eka nutana Rupa debare eka bada kiridhara sajichanti sachiba.

Ответить
@asishKumar001
@asishKumar001 - 12.11.2023 02:27

Karjya dakhyata anusare pandiana sir odiaja pai aji bahut karjy karuchanti jaha ra kichi bikalapa hi nahi .

Ответить
@biswabharatpatra666
@biswabharatpatra666 - 12.11.2023 06:44

Ama priya mukhyamantri Naveen babu nka nirdesa karme VK Pandiyan sir nka dwara Odisha ra unnati ra ratha bahut jaldi gadichalichi

Ответить
@suvransudey3655
@suvransudey3655 - 12.11.2023 07:38

ଓଡିଶରେ ଆଜି ସାଧାରଣ ଜନତାଙ୍କର ଆଶା ଓ ବିଶ୍ୱାସର ପ୍ରତିକ ସାଜିଛନ୍ତି ଭି କେ ପାଣ୍ଡୀଆନ ବାବୁ l

Ответить
@suvransudey3655
@suvransudey3655 - 12.11.2023 07:39

ଭି କେ ପାଣ୍ଡୀଆନ ବାବୁ ଏକ ହୃଦୟବାନ ଓ ନିର୍ମଳ ଶୋଭାବର ଲୋକ ଯିଏ ଓଡିଶାରଜନ ସାଧାରଣଙ୍କୁ ବହୁତ ଭଲପାନ୍ତି l

Ответить
@suvransudey3655
@suvransudey3655 - 12.11.2023 07:40

ଓଡିଶାର ଲୋକଙ୍କ ସମସ୍ୟାକୁ ଦୂର କରିବା ଦିଗରେ ଅହରହ କାର୍ଯ୍ୟରତ ଭି କେ ପାଣ୍ଡୀଆନ ବାବୁ l

Ответить
@suvransudey3655
@suvransudey3655 - 12.11.2023 07:40

ଭି କେ ପାଣ୍ଡୀଆନ ବାବୁ କାର୍ଯ୍ୟରେ ଓଡିଶାର ଜଣସାଧାରଣଙ୍କର ସୋର୍ବାଙ୍ଗୀନ ଉନ୍ନତି ହୋଇଛି l

Ответить
@suvransudey3655
@suvransudey3655 - 12.11.2023 07:41

ଭି କେ ପାଣ୍ଡୀଆନ ବାବୁ ପାଇଁ ଆଜି ଓଡିଶାର କୋଣ କୋଣରେ ପହଚିଛି ବିକାଶ l

Ответить
@suvransudey3655
@suvransudey3655 - 12.11.2023 07:41

ଭି କେ ପାଣ୍ଡୀଆନ ବାବୁ ଓଡିଶାର ପ୍ରତେକ ଜିଲ୍ଲା ପାଇଁ ଯାହା କରିଛନ୍ତି ତାହାର କୌଣସି ତୁଳନା ନାହିଁ l

Ответить
@suvransudey3655
@suvransudey3655 - 12.11.2023 07:41

ଭି କେ ପାଣ୍ଡୀଆନ ବାବୁଙ୍କ ପାଇଁ ଓଡିଶାରେ ଆଜି ହୋଇଛି ବହୁତ ବିକାଶ ସେ ଜଣେ ଓଡ଼ିଆ ମାଟିର ମଣିଷ ଯିଏ ଓଡିଶାର ଲୋକମାନଙ୍କୁ ବହୁତ ଭଲପାନ୍ତି l

Ответить
@suvransudey3655
@suvransudey3655 - 12.11.2023 07:42

ଭି କେ ପାଣ୍ଡୀଆନ ବାବୁଙ୍କ ପାଇଁ ଆଜି ଧର୍ମଗଡ଼ ଅନାଥଆଶ୍ରମ ପାଇଛି ନୂତନ ପରିଚୟ l

Ответить
@suvransudey3655
@suvransudey3655 - 12.11.2023 07:42

୫T ଆଧାରରେ ଓଡିଶାର ପ୍ରତେକ ଜିଲ୍ଲାକୁ ବିକାଶର ଶୀର୍ଷ ଦିଗକୁ ନେଇଯାଇଛନ୍ତି ଭି କେ ପାଣ୍ଡୀଆନ ବାବୁ l

Ответить
@suvransudey3655
@suvransudey3655 - 12.11.2023 07:43

ଆଜି ସାଢ଼େ ଚାରି କୋଟି ଓଡ଼ିଶା ବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତିକ ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ଭି କେ ପାଣ୍ଡୀଆନ ବାବୁ l

Ответить
@suvransudey3655
@suvransudey3655 - 12.11.2023 07:44

ଆଜି ସାରା ବିଶ୍ୱରେ ଗୁଂଜି ଉଠୁଛି ଓଡିଶାର ପୁରୀରେ ବିକାଶ ପ୍ରକଳ୍ପର ପ୍ରଶଂସା ଏହା କେବଳ ଭି କେ ପାଣ୍ଡୀଆନ ବାବୁଙ୍କ ପାଇଁ ସମ୍ଭବ ହୋଇଛି l

Ответить
@suvransudey3655
@suvransudey3655 - 12.11.2023 07:44

ଓଡିଶାର ୩୦ ଜିଲ୍ଲା ଗ୍ରୋସ୍ତ କରି ସମସ୍ତ ଦାବିପତ୍ର ଓ ଅଭିଯୋ ଗର ସୋମୀକ୍ଷା କରି ତାହାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ଭି କେ ପାଣ୍ଡୀଆନ ବାବୁ l

Ответить
@SmashEnough
@SmashEnough - 13.11.2023 07:16

ଓଡ଼ିଆ ଭାଷା ନବୀନ। ବୁଝନ୍ତି ନାହିଁ ବବି ଦାସ ପ୍ରମାଣ କରିଦେଲେ ତେଣୁ ବବିକଥାରେ ବୋଧହୁଏ pandian କୁ ବୋଷ୍ୟପୁତ୍ର କଲେ

Ответить