RAJA DUSMANTA-(ରାଜା ଦୁଷ୍ମନ୍ତ )-ODIA PALA||GAYIKA SAURAV  PRAGYAN ROUT||B R MOVIES

RAJA DUSMANTA-(ରାଜା ଦୁଷ୍ମନ୍ତ )-ODIA PALA||GAYIKA SAURAV PRAGYAN ROUT||B R MOVIES

B R MOVIES

55 лет назад

4,918 Просмотров

Topic-Raja Dusmanta-(ରାଜା ଦୁଷ୍ମନ୍ତ )-odia pala by
Gayika saurav Saralaputri Pragyan Rout and associates
B R MOVIES


ଏହି ବିଷୟ ଟିର ସାରାଂଶ ହେଉଛି
କୁରୁବଂଶ ର ରାଜା ଦୁଷ୍ମନ୍ତ ଯେତେବେଳେ ରାଜୁତି କରୁଥିଲା ସେତେବେଳେ ତାଙ୍କର ରାଜ୍ୟର ପରିବେଶ କପରି ଥିଲା ଏହା ଏପରି ଥିଲା ଯେ ରାଜ୍ୟ ରେ ସମସ୍ଥ ପ୍ରଜା ଶାନ୍ତି ଅନୁଭବ କରୁଥିଲେ ଏବଂ ରାଜା ଙ୍କର ସୌନ୍ଦର୍ଯ୍ୟ ମଧ୍ୟ ସେହିପରି ହୋଇଥିଲା ଯାହା କି ଗାୟିକା ଙ୍କର ଭାଷାରେ ପୁର୍ନମି ର ଚନ୍ଦ୍ର ପରି ଶୋଭା ପାଉଥିଲା ଅତି ସୁନ୍ଦର ଭାବରେ ଗାୟିକା ପ୍ରଜ୍ଞା ରାଉତ ଆଲୋଚନା କରିଅଛନ୍ତି ଆସନ୍ତୁ ଦେଖିବା

--------------------------------------------------------------------------------------------------
You can watch more Pala videos in these Playlists:-
ODIA PALA BHAJAN- https://youtube.com/playlist?list=PL6VLXZABLZCVWocp55fFdV6PpRzBnoavn.
ODIA PALA COMEDY- https://youtube.com/playlist?list=PL6VLXZABLZCVpImOPMx7uE19LW1BTvi1n.
ODIA PALA ODISHI- https://youtube.com/playlist?list=PL6VLXZABLZCVFKndy31obn5BjjLW6CkkP.
---------------------------------------------------------------------------------------------------
Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.
FOLLOW US ON :-
YouTube:- https://www.youtube.com/channel/UCBymmvfSKO8loSxRz9H3iUw
Facebook:- https://www.facebook.com/biswaranjan.senapati.399
Facebook Page:- https://www.facebook.com/brmoviesodia
Twitter:- https://twitter.com/brmovies0101
Blogger:- https://brmoviess.blogspot.com/
Website:- http://brmovies.in
Click on this link to watch more videos on my related channel Urmi Entertainment:-
https://www.youtube.com/channel/UCuHj0Ih2YzyU5ppVOPPoWwA
Also, enjoy more Pala videos on our other channel here-
https://www.youtube.com/channel/UCc2bcx1lSP6STYFpP7nlpBA
--------------------------------------------------------------------------------------------------
COPYRIGHT DISCLAIMER:-
All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
--------------------------------------------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା
--------------------------------------------------------------------------------------------------
#BRMOVIES

Тэги:

#b_r_movies #b_r_movies_odia_pala #odia_pala #pala #b_r_movies_odia #pala_gayika_pragyan_rout #odia_pala_raja_dusmanta #raja_dusmanta_pala_by_pragyan_rout #pragyan_rout_pala
Ссылки и html тэги не поддерживаются


Комментарии: